Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ଆର୍ଟି ଫିଶିଆଲ ଇଣ୍ଟେଲିଜେନ୍ସ ଉପରେ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

Sundargarh Town, Sundargarh | Sep 10, 2025
ଆଜି ସେପ୍ଟେମ୍ୱର 10 ତାରିଖ ବୁଧବାର ପୂର୍ବାହ୍ନ 9:30 ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ପ୍ରଯୁକ୍ତି ଶିବିର। ଶିବିରରେ Artificial Intellegence ବା କୃତ୍ରିମ ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ତାଲିମ ସହ 3D printing ବା three dimension ପ୍ରିଣ୍ଟିଂ ଉପରେ ବିଶେଷ ଆଲୋଚନା ଓ ଶିକ୍ଷା ଦିଆ ଯାଇଥିଲା। ଭୁବନେଶ୍ବରରୁ ତିନି ଜଣ ଅଭିଜ୍ଞ ତଥା ଏକ୍ସପର୍ଟ ଫାକଲ୍ଟି ଏନେଇ ପରୀକ୍ଷଣ ମୂଳକ ତାଲିମ ଦେଇଥିଲେ। ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ଅଟଳ ସାରଥୀ ଲ୍ୟାବ ବା ଟିଙ୍କରିଂ ଲ୍ୟାବରେ ଏହାର ପରୀକ୍ଷଣ ମୂଳକ ଶିକ୍ଷା ଦିଆଯାଇଥିଲା। ତେବେ ଆଜିର ଏହି ଶିକ୍ଷା ଗ୍ରହଣ କରିବା, ନିଜର
Read More News
T & CPrivacy PolicyContact Us