Download Now Banner

This browser does not support the video element.

ଖରିଆର: ସାନମହେଶ୍ୱର ପଞ୍ଚାୟତରେ ସାନମହେଶ୍ବର ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ବ୍ଲକ ଉପାଧ୍ୟକ୍ଷ

Khariar, Nuapada | Sep 5, 2025
ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାନମହେଶ୍ୱର ଗ୍ରାମ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ଆଜି ୧୨ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପଦେଷ୍ଟା ଦଶମୁ ବେହେରା, ଶ୍ୟାମ ସୁନ୍ଦର କୁଲଦୀପ, ଶଙ୍କର ବେହେରା, ପ୍ରବୀଣ ମୁଣ୍ଡ, ପୁସ୍ତମ ତାଣ୍ଡି, କ୍ଷୀରୋଦ ବେହେରାଙ୍କ ସମେତ ପଞ୍ଚାୟତର ଶତାଧିକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ। ଆସନ୍ତା ୧୫ ତାରିଖ ଦିନ ରଜାମୁଣ୍ଡା ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେବ।
Read More News
T & CPrivacy PolicyContact Us