Install App
shantanupanda7
This browser does not support the video element.
ବଡସାହି: ଭୋଗଵାଟି ଗ୍ରାମରେ ରେ ସ୍ତ୍ରୀକୁ ଶାରୀରିକ ଓ ମାନସିକ ଭାବେ ଅକଥନୀୟ ନିର୍ଯ୍ୟାତନା ସାଙ୍ଗକୁ ନିସ୍ତୁକ ମାଡମାରିବା ଅଭିଯୋଗରେ ମାମଲାରୁଜୁ
Barsahi, Mayurbhanj | Aug 23, 2025
ଭୋଗବାଟି ଗ୍ରାମରେ ବିବାହର ୧୬ବର୍ଷପରେ ଦୁଇ ସନ୍ତାନର ଜନନୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିବା ସହିତ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଅଭିଯୋଗରେ ଶନିବାର ରାତି ସାଢେ ଦଶଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ଏତଲାକାରିଣୀ ମଧୁସ୍ମିତା ଦାସଙ୍କ ଅଭିଯୋଗ ମୁତାବକ ତାଙ୍କର ସ୍ୱାମୀ ବାବୁଲି ଦାସ ସବୁବେଳେ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!