Download Now Banner

This browser does not support the video element.

ଦେବଗଡ: ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର

Debagarh, Debagarh (Deogarh) | Sep 12, 2025
ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତର- ପଶ୍ଚିମ ବଙ୍ଗୋପସାଗର ଉତର-ଆନ୍ଧ୍ର ଏବଂ ଦକ୍ଷିଣ ଉପକୂଳ ନିକଟବର୍ତୀ ଅଂଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ଦିଗକୁ ଢଳି ରହିଛି । ଆଗାମୀ ଦୁଇ ଦିନରେ ଏହା ଦକ୍ଷିଣ ଓଡିଶା ସଂଲଘ୍ନ ଉତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ ଦେଇ ପଶ୍ଚିମ- ଉତର-ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ଦେବଗଡ ଜିଲ୍ଲା ସଦର ମହକୁମା ସହିତ ବିଭିନ୍ନ ଅଂଚଳରେ ଆଜି ବର୍ଷା ଲାଗି ରହିଛି ।
Read More News
T & CPrivacy PolicyContact Us