Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଇଁମୁଣ୍ଡି ଘାଟରେ ଗାଧୋଇବା ବେଳେ ଗୋଟିଏ ପରିବାରର ଭାସିଗଲେ ୪ ଜଣ, ୩ ଜଣ ଉଦ୍ଧାର ଓ ଜଣେ ନିଖୋଜ

Cuttack M Corp PS, Cuttack | Jun 8, 2025
ମଧ୍ୟାନ୍ନ ରେ କଟକ ଜିଲ୍ଲା ବାଙ୍କୀ ମହାନଦୀରେ ବଡ଼ ଅଘଟଣ ମହାନଦୀରେ ଭାସିଯାଇ ଜଣେ ନିଖୋଜ। କଇଁମୁଣ୍ଡି ଘାଟରେ ଗାଧେଇବା ବେଳେ ଅଘଟଣ। ଭାସିଯାଇଥିଲେ ପରିବାରର ୪ଜଣ, ୩ ଉଦ୍ଧାର। ନିଖୋଜଙ୍କୁ ଖୋଜିବାକୁ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ। ସମସ୍ତଙ୍କ ବୟସ ୮ରୁ ୧୦ ବର୍ଷ ହୋଇଥିବା ସୂଚନା।
Read More News
T & CPrivacy PolicyContact Us