Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ପେଟ୍ରୋଲିଂ ବେଳେ ମହୁଳିଆ ଅଞ୍ଚଳରୁ ମଦ ଜବତ କଲା ପୁଲିସ, ଜଣେ ଗିରଫ

Baripada M, Mayurbhanj | May 21, 2024
ବାରିପଦା ସଦର ଥାନା ପୁଲିସ ଦ୍ଵାରା ମଙ୍ଗଳବାର ବେଆଇନ ମଦ ଜବତ କରାଯାଇଛି। ପୁଲିସ ଚଢ଼ାଉ କରି ମହୁଲିଆ ଛକରୁ ୫ଲିଟର ଦେଶୀ ମଦ ଜବତ ସହ ମହୁଳିଆ ଗ୍ରାମର ଛୋଟରାୟ ସିଂ (୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେଆଇନ ମଦ କାରବାରକୁ ନେଇ ବାରିପଦା ସଦର ଥାନାରେ ଏକ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
Read More News
T & CPrivacy PolicyContact Us