Install App
harishbhoi
This browser does not support the video element.
ସୋହେଲା: ବନ୍ଦଲା ଗ୍ରାମରେ ଆଜିଠୁ ଗ୍ରାମର ଝିଅ ମାନଙ୍କ ଦ୍ବାରା ଜହ୍ନିଓଷା ଆରମ୍ଭ ହୋଇଛି,ଏହା ଏକମାସ ଧରି ଚାଲିବ
Sohela, Bargarh (Baragarh) | Sep 7, 2025
ସୋହେଲା ବ୍ଲକ ଅନ୍ତର୍ଗତ ବନ୍ଦଲା ଗ୍ରାମରେ ଆଜିଠୁ ଏ ଅଂଚଳର ପ୍ରସିଦ୍ଧ ତଥା ଏହି ଗ୍ରାମରେ 2022 ମସିହାରୁ ଚାଳିଆସୁଥିବା ଜହ୍ନିଓଷା ଆରମ୍ଭ ହୋଇଛି । ଆଜି 12:30 PM ପୁର୍ବରୁ ପୁଜା କରାଯାଇଥିଲା କାରଣ ଆଜି ଚନ୍ଦ୍ରଗ୍ରହଣ ଅଛି । ଏହି ଜହ୍ନିଓଷା ଆଜିଠୁ ଆରମ୍ଭ ହୋଇ ଦଶହରା ପୁର୍ଣିମୀ ପର୍ଯ୍ୟନ୍ତ ଚାଲିବ
Share
Read More News
T & C
Privacy Policy
Contact Us
Your browser does not support JavaScript!