Install App
shantanupanda7
This browser does not support the video element.
ବଡସାହି: ଭିତରଶୋଳ ଓ ଭାଲିଆଡିହା ଜଙ୍ଗଲରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ମିଳିତ ଚଢାଉ, ମହୁଲପୋଚ, ରନ୍ଧାମଦ ଓ ସରଞ୍ଜାମ ନଷ୍ଟ
Barsahi, Mayurbhanj | Aug 21, 2025
ବୈଶିଙ୍ଗା ଥାନା ଅଧୀନ ଭିତରଶୋଳ ଏବଂ ଭାଲିଆଡିହା ଠାରେ ଜଙ୍ଗଲ ଭିତରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଗୁରୁବାର ଅପରାହ୍ନ ୩ଟାରେ ଅତର୍କିତ ଚଢ଼ାଉକରି ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଏବଂ ମଦପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ ପୂର୍ବକ ନଷ୍ଟକଲା ଅବକାରୀ ବିଭାଗର ମିଳିତ ଟିମ l ଭିତରଶୋଳ ଏବଂ ଭାଲିଆଡିହା ଜଙ୍ଗଲରେ ଚୋରା ଦେଶିମଦ କାରଖାନା ଚାଲିଥିବାର ଖବରପାଇ ବେତନଟୀ ଅବକାରୀ ଥାନାପକ୍ଷରୁ ମିଳିତ ଚଢାଉ ହୋଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!