Install App
khabarbarbil
This browser does not support the video element.
ଚମ୍ପୁଆ: ସୁନ୍ଦରାବସ୍ତିରେ ଅଜଣା ବୋଲେରୋ ଧକ୍କାରେ କାର ଓ ପାଚେରୀ କ୍ଷତିଗ୍ରସ୍ତ, ସିସିଟିଭିରେ କଏଦ ଫେରାର ବୋଲେରୋ
Champua, Kendujhar | Sep 7, 2025
ବଡ଼ବିଲ ସହରର ସୁନ୍ଦରାବସ୍ତି ବସ୍ତିରେ ଆଜି ଛିଡା କାରକୁ ଏକ ବୋଲେରୋ ଧକ୍କା ଦେଇ ଫେରାର ହୋଇ ଯାଇଛି। ଏହି ଧକ୍କା ହେବା ଫଳରେ କାର ଯାଇ ଅନ୍ୟ ଏକ ଘର ପାଚେରୀକୁ ଭାଙ୍ଗି ଦେଇଥିଲା। ଏହି ଦୁର୍ଘଟଣା ପରେ ନିକଟସ୍ଥ ସିସିଟିଭିରେ ଫେରାର ହୋଇ ଯାଉଥିବା ବୋଲେରୋ ଗାଡିର ଭିଡିଓ କଏଦ ହୋଇଥିବା ବେଳେ ଲୋକେ ଏହି ବୋଲେରୋ ଗାଡିର ସନ୍ଧାନରେ ଲାଗି ପଡିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!