Install App
shantanupanda7
This browser does not support the video element.
ବଡସାହି: ବେଲାଣପୁରା, ମୋହନପୁର ଏବଂ ରଙ୍ଗାମାଟିଆ ଗାଁରେ ଚଢାଉକରି ଚୋରା ବାଲି ବୋଝେଇ ଟ୍ରାକ୍ଟର ସମେତ ଚାଳକ ମାନଙ୍କୁ ଗିରଫକଲା ବୈଶିଙ୍ଗା ପୁଲିସ
Barsahi, Mayurbhanj | Sep 9, 2025
ବୈଶିଙ୍ଗା ପୁଲିସ ପେଟ୍ରୋଲିଂ ଟିମ ବେଲାଣପୁରା, ମୋହନପୁର ଏବଂ ରଙ୍ଗାମାଟିଆ ଛକରେ ଚଢ଼ାଉକରି ୩ଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ଏନେଇ ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ତିନିଗୋଟି ପୃଥକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ବୈଶିଙ୍ଗା ପୁଲିସ l ବୈଶିଙ୍ଗାଥାନା ଏଏସଆଇ ସୁବ୍ରତ ସାହୁ ପେଟ୍ରୋଲିଙ୍ଗ କରୁଥିବାବେଳେ ବିଶ୍ୱସ୍ତସୂତ୍ରରୁ ଖବରପାଇ ବେଲାଣପୁରା, ମୋହନପୁର ଏବଂ ରଙ୍ଗାମାଟିଆ ଛକରେ ଚଢ଼ାଉ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!