This browser does not support the video element.
କୋରାପୁଟ ସହର: କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ତରୁଣ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀ
Koraput Town, Koraput | Aug 28, 2025
କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାସ ୨୦୨୫ ବର୍ଷ ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ଆସନ୍ତା ସେପ୍ଟେମ୍ବର ୫ତାରିଖ ଗୁରୁ ଦିବସ ଦିନ ଶିକ୍ଷକ ତରୁଣ କୁମାର ଦାସ ରାଷ୍ଟ୍ରପତି ମହାମହିମ ଦ୍ରୋପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସହ ସମ୍ମାନୀତ ହେବାକୁ ମନୋନୀତ ହୋଇଛନ୍ତି। ଏନେଇ ଗୁରୁବାର କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଜି ଦିନ ୧୨ଘଣ୍ଟା ସମୟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଶିକ୍ଷକ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।