Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: ବଡକର୍ଲାକୋଟ ବଜାର ପଡା ପାଲଟିଛି ଡମ୍ପିଂ ୟାର୍ଡ ସଫା ହେଉନି ନାଳି ଘରେ ଘରେ ପସୁଛି ବର୍ଷା ପାଣି ପ୍ରବାସୀଙ୍କ ପ୍ରତିକ୍ରିୟା
Lanjigarh, Kalahandi | Aug 31, 2025
ଜୟପାଟଣା ବ୍ଲକ୍ ବଡକର୍ଲାକୋଟ ବଜାର ପଡା ଅବସ୍ଥା ଅତ୍ୟନ୍ତ ଦୟନୀୟ। ବଜାରର ସମସ୍ତ ବର୍ଜ୍ୟବସ୍ତୁ ପଡା ନିକଟରେ ଗଦାଇ ଦିଆ ଯାଉଛି। ଏହାସହ ବଜାରର ବର୍ଜ୍ୟବସ୍ତୁ ଯୋଗୁଁ ନାଳି ପୋତି ହେଇଯାଇଛି। ଅଳ୍ପ ବର୍ଷା ହେଲେ ପଡ଼ାର ଘରେ ଘରେ ପାଣି ପଶିଯିବାରୁ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ନେଇ ରବିବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ପଡାବାସୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!