Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆଜି ବରପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ଅଭିଯାନ ଅନୁଷ୍ଠିତ। ଯୋଗଦେଲେ ସଦର ବିଧାୟକ

Bhadrak Rural, Bhadrak | Sep 22, 2025
ଆଜି ବରପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନରେ ସାମିଲ ହେଲେ ସଦର ବିଧାୟକ ସିତାଂଶୁ ମହାପାତ୍ର।ଏହ ଅଭିଯାନରେ ମା’ମାନଙ୍କ ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପୌଷ୍ଟିକ ଖାଦ୍ୟ, ସ୍ୱସ୍ଥ ଜୀବନଶୈଳୀ,ମାସିକ ସ୍ୱଚ୍ଛତା ଓ ମାନସିକ ସୁସ୍ଥତା ବିଷୟରେ ବିଶେଷ ସଚେତନତା ଦିଆ ଯାଇଥିବା ଦେଖିବାକୁ ମିଳିଛି।ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ। ପରିବାର ସୁସ୍ଥ ହେଲେ ସମାଜ ସଶକ୍ତ। ସମାଜ ସଶକ୍ତ ହେଲେ ଦେଶ ସମୃଦ୍ଧ ବୋଲି କହିଛନ୍ତି ବିଧାୟକ।
Read More News
T & CPrivacy PolicyContact Us