Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ଖୁଣ୍ଟୁଣୀ ଥାନା ଅଧୀନ ଡାଳୁଅ ଓ ଖଣ୍ଡୁଆଳି ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ, ଗାତ ଖୋଳି ବେଆଇନ ଦେଶୀ ମଦ ଜବତ ସହ ୬ଟି ମାମଲା ରୁଜୁ
Cuttack M Corp PS, Cuttack | Sep 4, 2025
କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଅ ଓ ଖଣ୍ଡୁଆଳି ଜଙ୍ଗଲରେ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ ଦେଶୀ ମଦ ଜବତ କରାଯାଇଛି। ମାଟି ଖୋଳି ବେଆଇନ ଦେଶୀ ମଦ ବାହାର କରି ଜବତ କରିଛି ଅବକାରୀ ବିଭାଗ। ଗୁରୁବାର ସନ୍ଧ୍ୟା ୫ ଟା ସମୟରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ ୧୯୯୫ ଲିଟର ଦେଶୀ ମଦ ଜବତ ସହ ୨୧ ହଜାର ୩୫ ଲିଟର ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ଗୁଡ ପୋଚ ନଷ୍ଟ କରାଯାଇଛି। ଏହା ସହିତ ୬ ଟି ମାମଲା ରୁଜୁ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!