Download Now Banner

This browser does not support the video element.

କେନ୍ଦ୍ରାପଡା: ଭୁଲ ଚିକିତ୍ସା ଯୋଗୁଁ ଆଳି ଭରତପୁର ଗାଁର ଯୁବକ ମୃତ, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ-ଚାନ୍ଦବାଲି ରାସ୍ତାର ସିଙ୍ଗିରି ଛକରେ ରାସ୍ତା ରୋକ

Kendrapara, Kendrapara | May 2, 2025
ଗତକାଲି ଆଳି ଭରତପୁର ଗାଁର ପ୍ରଶାନ୍ତ ତାଙ୍କର ଗୋଡ଼ ମୋଡି ହୋଇଯିବାରୁ ନିକଟସ୍ଥ ସିଙ୍ଗିରି ବଜାରରେ ଥିବା ଅନ୍ନପୂର୍ଣ୍ଣା ମେଡିକାଲ ହଲ କୁ ଚିକିତ୍ସା ପାଇଁ ଯାଇଥିଲେ ସେଠାରେ ଥିବା ଫାର୍ମାସିଷ୍ଟ ତାଙ୍କୁ ଦୁଇଟି ଇଂଜେକ୍ସନ ଦେଇଥିଲେ କିଛି ସମୟପରେ ପ୍ରଶାନ୍ତଙ୍କ ଅବସ୍ଥା ଭଲ ହେବା ପରିଵର୍ତ୍ତେ ସୋଚନୀୟ ହୋଇପଡ଼ିଥିଲା, ଏହାପରେ ତାଙ୍କୁ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡ଼ା ନିଆଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଶାନ୍ତଙ୍କ ସବ ବ୍ୟବଛେଦ ପରେ ଆଜି ଦିନ ଦୁଇଟା ବେଳେ ଗାଁରେ ପହଁଚିବା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକ ମୃତଦେହ ରଖି କଟକ-ଚାନ୍ଦବାଲି ରାସ୍ତା ରୋକକଲେ
Read More News
T & CPrivacy PolicyContact Us