Download Now Banner

This browser does not support the video element.

ଦେବଗଡ: କୈଳାସ ଛକ ନିକଟରେ ଭାରସାମ୍ୟ ହରାଇ କାର ଦୁର୍ଘଟଣା, ଚାଳକଙ୍କ ସମେତ ଅଳ୍ପକେ ବର୍ତିଲେ ୩ ଯାତ୍ରୀ

Debagarh, Debagarh (Deogarh) | Aug 26, 2025
ଦେବଗଡ ଥାନା ଅନ୍ତର୍ଗତ କୈଳାସ ଛକ ନିକଟରେ ମଙ୍ଗଳବାର ଦିନ ପ୍ରାୟ ୧୨.୩୦ରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦେବଗଡ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ କୈଳାସ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । କାର ଭିତରେ ଚାଳକ ଏବଂ ଦୁଇ ଜଣ ମହିଳା ବସିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି । ମାତ୍ର କାରର ସମ୍ମୁଖ ଭାଗ ଭାଙ୍ଗି ରୁଜି ଯାଇଛି । ସ୍ଥାନୀୟ ଲୋକ ଯାତ୍ରୀ ମାନଙ୍କୁ କାର ଭିତରୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ପ୍ରାଥମିକ ତଦନ୍ତ କରିଛି । ଗାଡି ଚାଳକ ଶୋଇ ପଡିଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା
Read More News
T & CPrivacy PolicyContact Us