Download Now Banner

This browser does not support the video element.

କେନ୍ଦ୍ରାପଡା: କଳସପୁର ଗ୍ରାମରେ ରାସ୍ତା ଦୁରାବସ୍ତା,ମୁଖ୍ୟ ଉନୟନ ଅଧିକାରୀ କରିବେ ତଦନ୍ତ,ଜିଲାପାଳ ଅଫିସରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ରଘୁରାମ ଆର ଆୟର

Kendrapara, Kendrapara | Aug 25, 2025
କଳସପୁର ଗ୍ରାମରେ କଚା ରାସ୍ତାର ସୋଚନୀୟ ଅବସ୍ଥା ଯୋଗୁଁ ଜନସାଧାରଣ ହନ୍ତସନ୍ତ l ଏନେଇ ମୁଖ୍ୟ ଉନୟନ ଅଧିକାରୀ ଏହି ପରିସ୍ଥିତିର ଅନୁଧ୍ୟାନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବେ l ତାହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି l
Read More News
T & CPrivacy PolicyContact Us