This browser does not support the video element.
ନୟାଗଡ: ଦଶପଲ୍ଲା ଥାନା ଭୋଗରା ଛକ ନିକଟରେ ନୟାଗଡ଼ ଦଶପଲ୍ଲା ରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ୫ଗୁରୁତର, ଅନେକ ଆହତ
Nayagarh, Nayagarh | Sep 5, 2025
ନୟାଗଡ଼ ଦଶପଲ୍ଲା ରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ୫ଗୁରୁତର, ଅନେକ ଆହତ, ଭୁବନେଶ୍ୱର ରୁ O.S.R.T.C ବସ୍ ଟି ଭବାନୀ ପାଟଣା ଅଭିମୁଖେ ଯାଉଥିବା ବେଳେ ଦଶପଲ୍ଲା ଥାନା ଭୋଗରା ଛକ ନିକଟ ରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛ ରେ ବିଳମ୍ୱିତ ରାତି 1 ଘଟିକା ସମୟରେ ପିଟି ହୋଇଥିଲା l ଫଳରେ ବସ୍ ରେ ୨୦ରୁ ଅଧିକ ଯାତ୍ରୀ ଥିଲେ ସେଥିମଧ୍ୟରୁ ଡ଼୍ରାଇଭର ଏବଂ କଣ୍ଡେକଟର ଙ୍କ ସମେତ ୫ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର