Install App
niranjan.gaan
This browser does not support the video element.
ପାରାଦୀପ: ରାତି ୮ଟାରେ ପାରାଦୀପ ବିଧାୟକଙ୍କୁ ଜିରୋପଏଣ୍ଟ କାର୍ଯ୍ୟାଳୟରେ ଟାର୍ଗେଟ କଲେ ପାରାଦୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ।
Paradip, Jagatsinghpur | Apr 22, 2024
ଦିର୍ଘ ୨୫ବର୍ଷ ଧରି ପାରାଦୀପ ନିର୍ବାଚନମଣ୍ଡଳୀର ଜନସାଧାରଣ ଯେଉଁ ବିଧାୟକଙ୍କୁ ନିର୍ବାଚିତ କରି ଆସିଛନ୍ତି ଏବେ ତାହା ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ପାରାଦୀପ ନିର୍ବାଚନମଣ୍ଡଳୀରେ ଯେଉଁଭଳି ବିକାଶ ହେବାକଥା ସେଭଳି ହୋଇନାହିଁ। ବିଧାୟକ କେବେ ଜନସାଧାରଣଙ୍କ ପାଖକୁ ଆସନ୍ତି ନାହିଁ। ଆସନ୍ତି ସେତିକିବେଳେ ଯେତେବେଳେ ନାଚ ଗୀତର ଆସର ଜମେ।ଏହିଭଳି ନିଜ ବକ୍ତବ୍ୟରେ ଟାର୍ଗେଟ କରିଥିଲେ ପାରାଦୀପ ବିଧାୟକଙ୍କୁ।
Share
Read More News
T & C
Privacy Policy
Contact Us
Your browser does not support JavaScript!