This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ସତ୍ୟ ସାଇ ବାବା ସେବା ସମିତି ତରଫରୁ ନିଶୁଳ୍କ ସିକଲିନ୍ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ଅନୁଷ୍ଠିତ
Titlagarh, Balangir | Aug 31, 2025
ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ନିଶୁଳ୍କ ସିକଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ସହରର ନୀଳଚକ୍ର ନଗର ସ୍ଥିତ ସତ୍ୟ ସାଇ ମନ୍ଦିର ଠାରେ ରବିବାର ଦିନ ସକାଳ ୧୦ ଟା ରୁ ମଧ୍ୟାହ୍ନ ୨.୩୦ ପର୍ଯ୍ୟନ୍ତ ଏକ ନିଶୁଳ୍କ ସିକ ଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଭୁବନେଶ୍ବର ସମ ହସ୍ପିଟାଲର ହେମାଟୋଲୋଜି ଓ ଅଙ୍କୋଲୋଜି ଡାକ୍ତର ହେମଲତା ଦାସ ଆସି ଏହି ରୋଗରେ ପିଡୀତ ଥିବା ରୋଗୀଙ୍କୁ ଦେଖିବା ସହ କିପରି ନିଜର ଯତ୍ନ ନେବେ ସେ ନେଇ ବୁଝେଇବା ସହ ଆଗକୁ କଣ କରିବେ ସେ ଚିକିତ୍ସା ବିଷୟରେ ପରାମର୍ଶ ଦେଇଥିଲେ