Download Now Banner

This browser does not support the video element.

କୋରାପୁଟ ସହର: ପୋଡ଼ା ଗଡ଼ ବଜାରରେ ଦୁଇଟି ଦୋକାନରେ ଚୋରି ଘଟଣାରେ ପୋଲିସର ତନାଘନା, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

Koraput Town, Koraput | Jul 31, 2025
କୋରାପୁଟ ସଦରଥାନା ଅନ୍ତର୍ଗତ ପୋଡ଼ା ଗଡ଼ ବଜାରରେ ବୁଧବାର ମଧ୍ୟ ରାତିରେ ଦୁଇଟି ଦୋକାନରୁ ଚୋରି ହୋଇଥିବା ଆଜି ପୋଲିସକୁ ସୂଚନା ଦିଆଯାଇଛି। କୋରାପୁଟ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରି ଫେରିଛି। ପୋଡ଼ା ଗଡ଼ ଅଞ୍ଚଳରେ କିଛିଦିନ ହେବ ନିୟମିତ ଚୋରି ହୋଇଥିବା ନଜରକୁ ଆସିଛି ତୁରନ୍ତ ଚୋର ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଦୋକାନ ମାଲିକ ସହ ସ୍ଥାନୀୟ ବାସିନ୍ଦା।
Read More News
T & CPrivacy PolicyContact Us