Download Now Banner

This browser does not support the video element.

ସେମିଳିଗୁଡା: ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ପଟାଙ୍ଗୀ ଏଜେନ୍ସିଙ୍କ ଉପରେ ପ୍ରତିକ୍ରିୟା ରଖିଲେ

Similiguda, Koraput | Jan 26, 2024
ଭାରତୀୟ ଜନତା ପାର୍ଟିର କୋରାପୁଟ ଜିଲ୍ଲା ସମ୍ପାଦକ ଚୈତନ୍ୟ ହନ୍ତାଳ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ପଟାଙ୍ଗୀ ଏଜେନ୍ସି ସିଲେଣ୍ଡର ଫେରାଇ ନେଇ ଥିବା ଉପରେ ପ୍ରତିକ୍ରିୟା ରଖିଲେ ସେମିଳିଗୁଡ଼ା ବ୍ଳକ ଖୁଡ଼ି ପଞ୍ଚାୟତର ଚାରି ପାଞ୍ଚ ଖଣ୍ଡ ଗ୍ରାମବାସୀଙ୍କୁ ପ୍ରଲୋଭନ ଦେଖାଇ ଫେରାଇ ନେଇଗଲେ ପଟାଙ୍ଗି ଏଜେନ୍ସି ସମ୍ପର୍କୀୟଙ୍କ ଭାଇ
Read More News
T & CPrivacy PolicyContact Us