Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର ହେଲୋ ପଏଣ୍ଟ ଠାରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ

Lanjigarh, Kalahandi | Aug 24, 2025
କୃଷି ଏବଂ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛି ଓଡିଶା ନବ ନିର୍ମାଣ କୃଷକ ସଂଗଠନ । ରବିବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଶା ଶାଖା ପକ୍ଷରୁ ନବ ନିର୍ମାଣ କୃଷକ ସଂଗଠନ ଥୁଆମୁଳ ରାମପୁର ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହେଇଯାଇଛି . ଏଥିରେ ଜିଲ୍ଲା ସଭାପତି ଲିଙ୍ଗରାଜ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଋ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲା ନବ ନିର୍ମାଣ କୃଷକ ସଂଗଠନର ଯୁବ ସଭାପତି ହିତେଶ କୁମାର ନାଏକ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us