This browser does not support the video element.
ସୁନ୍ଦରଗଡ ସହର: ହେମଗିର ଥାନା ରତନ ସରା ବଡ଼ ବନ୍ଧ (ପୋଖରୀ)ରେ ବୁଡି ଜଣକ ମୃତ୍ୟୁ ଘଟଣାର ଶବ ହେଲା ବ୍ୟବଛେଦ
Sundargarh Town, Sundargarh | Sep 6, 2025
ଆଜି ସେପ୍ଟେମ୍ୱର 6 ତାରିଖ ଶନିବାର ଅପରାହ୍ନ 3 ଟା ପାଖାପାଖି ସମୟରେ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମୃତକ ଧନେଶ୍ଵର ନାୟକଙ୍କ ଶବ ବ୍ୟବଚ୍ଛେଦ କରାଇ ହେମଗିର ପୋଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା ଓ ହେମଗିର ଅଗ୍ନିଶମ ବାହିନୀ ଦ୍ଵାରା ତାଙ୍କ ଶବ ରାତି 8:40 ପାଖାପାଖି ସମୟରେ ଉଦ୍ଧାର ହୋଇଥିଲା। ତେବେ ଏହି ଘଟଣା ନେଇ ମୃତକଙ୍କ ପୁଅ ରାଜେଶ ନାୟକ ଆଜି ହେମଗିର ଥାନରେ ପୂର୍ବାହ୍ନ 10:10 ପାଖାପାଖି ସମୟରେ ଲିଖିତ ସୂଚନା ଦେଇଥିଲେ। ତାଙ୍କ ସୂଚନା କ୍ରମେ ହେମଗିର ପୋଲିସ ହେମଗିର ଥାନା ଅପମୃତ୍ୟୁ ମାମଲା 35 ରେ