Install App
sanjayakumar.naik
This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ବ୍ଲକ ସୂର୍ଡା ଗ୍ରାମପଞ୍ଚାୟତ ମହ ଗାଁ ଗ୍ରାମର ଜଗଦୀଶ ନାଗଙ୍କ ପାର୍ଥିବ ଶରୀର ପହଞ୍ଚିଲା ଗାଁ ରେ, କରାଗଲା ଶେଷକୃତ୍ୟ
Titlagarh, Balangir | Aug 24, 2025
ସୁଦୂର ମହାରାଷ୍ଟ୍ରରେ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ସୂର୍ଡ଼। ଗ୍ରାମପଞ୍ଚାୟତ ମହାଗାଁ ର ଜଗଦୀଶ ନାଗଙ୍କ ପାର୍ଥିବ ଶରୀର ଆଜି ସକାଳୁ ୪ ଟା ରେ ନିଜ ଭିଟାମାଟିରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ଓ ପୋଲିସର ପ୍ରଶାସନ ଜନପ୍ରତିନିଧି , ସମାଜସେବୀ ତଥା ସାମ୍ବାଦିକ ମାନଙ୍କ ସହଯୋଗ ଦ୍ଵାରା ଏହା ସମ୍ଭବ ହୋଇପାରିଲା । ଆଗାମୀ ଦିନରେ ଉକ୍ତ ପରିବାରକୁ ଉଚିତ୍ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।
Share
Read More News
T & C
Privacy Policy
Contact Us
Your browser does not support JavaScript!