Install App
publicnewskoraput
This browser does not support the video element.
କୋରାପୁଟ ସହର: ବାଉଁଶଗୁଡ଼ା ଛକ ନିକଟରେ ଅନ୍ତେ ମାଳିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ଜଣେ ନାବାଳକ ସହ ତିନି ଗିରଫ୍
Koraput Town, Koraput | Sep 3, 2025
କୋରାପୁଟ ଟାଉନ ଥାନା ଅନ୍ତର୍ଗତ ପଦ୍ମପୁର ଓ ପଣସପୁଟ ରାସ୍ତାର ବାଉଁଶଗୁଡ଼ା ଛକ ନିକଟରେ ଅନ୍ତେ ମାଳିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ଜଣେ ନାବାଳକ ସହ ତିନି ଜଣଙ୍କୁ ଗିରଫ କରିଛି। କୋରାପୁଟ ଟାଉନ୍ ଥାନା ପରିସରରେ ଆଜି ଅପରାହ୍ନ ୪ଟା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅମ୍ବିତ କୁମାର ମହାନ୍ତି ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!