Download Now Banner

This browser does not support the video element.

ବୌଦ୍ଧ ସଦର: ପୁରୁଣାକଟକର ଆଲମିରା ଓ ବାକ୍ସ ଦୋକାନରୁ ଜବତ ହେଲା 78 କେଜି 400 ଗ୍ରାମ ଗଞ୍ଜେଇ, ଦୋକାନ ମାଲିକ ଗିରଫ

Baudh Sadar, Boudh (Bauda) | Sep 2, 2025
ସୋମବାର ବିଳମ୍ବିତ ରାତିରେ ପୁରୁଣା କଟକ ସାଥୁଆ ଆଲମିରା ଓ ବାକ୍ସ ଦୋକାନରେ ପୁରୁଣାକଟକ ପୋଲିସ ପକ୍ଷରୁ ଅତର୍କିତ ରେଡ଼ କରାଯଇଥିଲା । ଦୋକାନ ଭିତରୁ ୭୮କେଜି ୪୦୦ ଗଞ୍ଜେଇ ଜବତ ହୋଇଥିବା ବେଳେ ଦୋକାନ ମାଲିକ ରଞ୍ଜନ ସାଥୁଆଙ୍କୁ ପୋଲିସ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ 7 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଆକଳନ କରାଯlଉଛି। ପୁରୁଣା କଟକ ପୋଲିସ ପକ୍ଷରୁ NDPS ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଅରୁଣ ସିଂ ସୂଚନା ଦେଇଛନ୍ତି l
Read More News
T & CPrivacy PolicyContact Us