Download Now Banner

This browser does not support the video element.

ବଡସାହି: ବଡସାହିବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଜନଶୁଣାଣି ଶିବିରରେ ଲୋକପ୍ରିୟ ବିଧାୟକ ସନାତନ ବିଜୁଳି, ଜିଲ୍ଲାପାଳ ଓ ଏସପି ଉପସ୍ଥିତ

Barsahi, Mayurbhanj | Sep 6, 2025
ବଡ଼ସାହି ବ୍ଲକଅଫିସ ପରିସରସ୍ଥ ସମ୍ମିଳନୀକକ୍ଷ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ଓ ବେତନଟୀବ୍ଲକ ନିମନ୍ତେ ଶନିବାର ଅନୁଷ୍ଠିତ ବ୍ଲକସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିବାବେଳେ ଏହା ଶନିବାର ଅପରାହ୍ନ ସାଢେ ପାଞ୍ଚଟାରେ ସମାପ୍ତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us