Download Now Banner

This browser does not support the video element.

ବଡସାହି: କଦଳିଆ ଛକରେ ଅଜଣାଗାଡି ଧକ୍କାରେ ବାଇକ ଚାଳକ ଯୁବକ ଗୁରୁତର, ଶଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲାମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର

Barsahi, Mayurbhanj | Sep 10, 2025
କଦଳିଆ ଛକରେ ଅଜଣାଗାଡି ଧକ୍କାରେ ବୁଧବାର ଅପରାହ୍ନ ସାଢେ ୫ଟାରେ ଜନୈକ ବାଇକ ଚାଳକ ଗୁରୁତର ଆହତହୋଇ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି l ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଅଧୀନ ଦୁବଲାଗଡିଅଞ୍ଚଳର ତପନ ସାମନ୍ତଙ୍କ ପୁଅ ରଞ୍ଜନ ସାମନ୍ତ ସମୁଦ୍ରରେ ମାଛ ଧରିବା ପାଇଁ ଆବଶ୍ୟକ ଲୋକଙ୍କୁ ନେବାପାଇଁ ବାଇକ ଯୋଗେ ବୈଶିଙ୍ଗା ଆସୁଥିବା ବେଳେ ବୁଧବାର ଅପରାହ୍ନରେ ଏକ ଅଜଣାଗାଡି ତାଙ୍କୁ ଧକ୍କାଦେଇ ଚମ୍ପଟ ମାରିଥିଲା l
Read More News
T & CPrivacy PolicyContact Us