Download Now Banner

This browser does not support the video element.

କୋରାପୁଟ ସହର: ଲଗାଣ ବର୍ଷାରେ ସେମିଳିଗୁଡା ବ୍ଳକର ଚରିମାଳିପୁଟ ଗ୍ରାମରେ ଭୁଷୁଡିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର

Koraput Town, Koraput | Aug 27, 2025
କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ପିତାଗୁଡା ଗ୍ରାମ ପଞ୍ଚାୟତର ଚରି ମାଳି ପୁଟ ଗ୍ରାମରେ ଲଗାଣ ବର୍ଷାରେ ଭୁଷୁଡି ପଡ଼ିଲା ଘର। ଦିନ ୨ଟା ସମୟରେ ମିଳିଥିବା ସୂଚନା ଅନୁସାରେ ଘରେ ହରନ୍ନା ନାୟକ ନିଜ ପରିବାର ସହ ଲଗାଣ ବର୍ଷାରେ ଥିବା ସମୟରେ ଘରର ଏକ କାନ୍ଥ ପ୍ରଥମେ ଭୁଷୁଡି ପଡିଥିଲା ଫଳରେ ପରିବାର ଲୋକେ ଅଳ୍ପକେ ବର୍ତିଥିବା କହିଛନ୍ତି। ଘରେ ଥିବା ଧାନ ମାଣ୍ଡିଆ ସହ ଆସବାବପତ୍ର ପାଣିରେ ଭିଜି ସମ୍ପୁର୍ଣ ନଷ୍ଟ ହୋଇଯାଇଛି। ବ୍ଳକ୍ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।
Read More News
T & CPrivacy PolicyContact Us