Download Now Banner

This browser does not support the video element.

କଣ୍ଟାମାଳ: ଶିଆଳ ଝୁଲି ଓ ଡୁମାଲ୍ ପଖାଳ ନିକଟରୁ ଦୁଇଟି ମାମଲାରେ 900 ଲିଟର ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

Kantamal, Boudh (Bauda) | Aug 27, 2025
ବୁଧବାର ଦିନ ମନମୁଣ୍ଡା ଓ କଣ୍ଟାମାଳ ଅବକାରୀ ଥାନା ପକ୍ଷରୁ ପୃଥକ୍ ପୃଥକ୍ ଦୁଇଟି ବେଆଇନ ମଦ ରନ୍ଧା ଆଡ଼ଡା ଉପରେ ଚଢାଉ କରାଯାଇ 900 ଲିଟର ମହୁଲ ପୋଚ ନଷ୍ଟ କରିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ମନ ମୁଣ୍ଡା ଅବକାରୀ ଥାନା ପକ୍ଷରୁ ସିଆଲ ଝୁଲି ଗ୍ରାମ ନିକଟରେ ଚଢାଉ କରାଯାଇ 400 ଲିଟର ମହୁଲ ପୋଚ ସହ 25 ଲିଟର ମଦ ଜବତ କରି ନଷ୍ଟ କରିଥିଲା l ସେହିପରି କଣ୍ଟାମାଳ ଅବକାରୀ ଥାନା ପକ୍ଷରୁ ଡୁମାଲ ପଖାଳ ଗ୍ରାମ ନିକଟରେ ଚଢାଉ କରି 500 ଲିଟର ମହୁଲ ପୋଚ ନଷ୍ଟ କରିଥିଲା l
Read More News
T & CPrivacy PolicyContact Us