This browser does not support the video element.
କେନ୍ଦ୍ରାପଡା: ରାଜକନିକା ଜୟନଗର ମଠରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ
Kendrapara, Kendrapara | May 1, 2025
ଆଜି ଅପରାହ୍ନ ଚାରିଟା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ମଠରେ ବରିଷ୍ଠ ବିଜେପି ନେତା ବୈକୁଣ୍ଠ ନାଥ ପରିଡାଙ୍କ ନେତୃତ୍ୱରେ ବିଜେପିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନହିତକର ଯୋଜନା ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଆୟୁଷ୍ମାନ ଯୋଜନା,ସୁଭଦ୍ରା ଯୋଜନା ଉପରେ ଜନ ସଚେତନତା କରାଯିବା ସହ ସାଧାରଣ ଲୋକଙ୍କୁ ସଚେତନ କରାଇବାକୁ କର୍ମୀ ମାନଙ୍କୁ ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପରିଡା,ଏହା ସହିତ ଗାଁ ଗହଳିରେ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ଅଧିକରୁ ଅଧିକ ବିଭିନ୍ନ ଯୋଜନାରେ ସାମିଲ କରିବାକୁ ଆଲୋଚନା ହେଲା