This browser does not support the video element.
ବଡଚଣା: ଜିଲ୍ଲା ବିଜେପି ପକ୍ଷରୁ ସେବା ପକ୍ଷରୁ କାର୍ଯ୍ୟକ୍ରମ ପାଇଁ କୁଆଖିଆ ସ୍ଥିତ ଶୁଭମ ହୋଟେଲରେ କର୍ମଶାଳା ଅନୁଷ୍ଠିତ
Badachana, Jajpur | Sep 4, 2025
ଜିଲ୍ଲା ବିଜେପି ପକ୍ଷରୁ ସେବା ପକ୍ଷରୁ କାର୍ଯ୍ୟକ୍ରମ ପାଇଁ କୁଆଖିଆ ସ୍ଥିତ ଶୁଭମ ହୋଟେଲରେ କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଆସନ୍ତା 17 ତାରିଖରୁ ଅକ୍ଟୋବର 2 ତାରଖ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ କୁ ସେବା ପକ୍ଷ ଦିବସ ରୂପେ ପାଳନ ହେବ l ତେବେ ଏହି କାର୍ଯ୍ୟକ୍ରମ କିଭଳି ସୂଚାରୁ ରୂପେ ଶେଷ ହେବ ସେଥିପାଇଁ ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଯାଇଛି l