This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଟାଉନ ଥାନା ପକ୍ଷରୁ ବ୍ରାଉନସୁଗାର ବେପାରୀଙ୍କ ଉପରେ ପ୍ରହାର , କାର ସହ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୪ ଗିରଫ
Bhadrak Rural, Bhadrak | Sep 4, 2025
ବିଶେଷ ସୂତ୍ରରୁ ଖବର ପାଇ ଟାଉନଥାନାଧିକାରୀ ଙ୍କ ତତ୍ୱାବଧାନ ରେ ଭଦ୍ରକ ସହରରେ ଦୁଇଟି ବ୍ରାଉନ ସୂଗାର୍ ବେପାରୀ ଙ୍କ ଉପରେ ଚଢାଉ ହୋଇଛି,ଚାରିଘରିଆ ଛକରେ ଏକ ହୋଣ୍ଡା କାର କୁ ଅଟକାଇବା ପରେ ସେଥିରେ 25.95 ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ହୋଣ୍ଡା କାର ସହ ନଗଦ 10 ହଜାର ଟଙ୍କା ଜବତ ହୋଇଥିବା 3 ଗିରଫ ଓ ପେଟ୍ରୋଲିଙ୍ଗ ବେଳେ ଚରମ୍ପା ଅଂଚଳର ଜଣକୁ ଗିରଫ କରିବା ସହ 9.79 ଗ୍ରାମର ଧଳଯହର ଜବତ କରି ଆଜି 4 ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ,ସମୁଦାୟ 35 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ, ଏହି ଖବର ଆଜି ସଂଧ୍ୟା 7 ଘଟିକା ରେ ହସ୍ତଗତ ହୋଇଛି