This browser does not support the video element.
ଟିଟିଲାଗଡ: ଇ ରିକ୍ସା ଚଲାଇବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଟିଟିଲାଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଆଠ ତାରିଖ ଯାଏଁ କରିପାରିବେ ଆବେଦନ
Titlagarh, Balangir | Sep 7, 2025
ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଯାହାଙ୍କର ଭିନ୍ନକ୍ଷମତା ୪୦ ପ୍ରତିଶତରୁ ଉର୍ଦ୍ଧ୍ବ ଥିବ ତଥା ୟୁଡ଼ି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର ଥିବ ଓ ଉପର ଦର୍ଶିତ ଇ ରିକ୍ସା ଚଲେଇବା ନିମନ୍ତେ ସକ୍ଷମ ଓ ଇଚ୍ଛୁକ ଥିବେ ସେମାନେ ତାଙ୍କର ଆଧାର କାର୍ଡ, ଡ୍ରାଇବିଂ ଲାଇସେନ୍ସ, ମୋବାଇଲ ନମ୍ବର ସହିତ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗରେ (BSSO) ତାରିଖ ୮.୯.୨୦୨୫ସନ୍ଧ୍ୟା ୫ ଘଣ୍ଟା ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିର୍ଦ୍ଧାରିତ ସମୟ ପରେ ଆଉ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ।