Download Now Banner

This browser does not support the video element.

ତଲସରା: ଝଣ୍ଡେଲବୁଡ଼ ସଫେଇ ନାଳ ରେ ପୋଲ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଦେଢ଼ ମାସରେ ଦୁଇ ମୃତ୍ୟୁ- ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ

Talasara, Sundargarh | Aug 27, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଝଣ୍ଡେଲବୁଡ଼ ନିକଟରେ ସଫେଇ ନାଳରେ ପୋଲ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ବଡ଼ଗାଁ ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ ଦାବି କରିଛନ୍ତିି।
Read More News
T & CPrivacy PolicyContact Us