Download Now Banner

This browser does not support the video element.

ବୌଦ୍ଧ ସଦର: ତେନ୍ତୁଳିପାଲି ସମେତ ବୌଦ୍ଧ ବ୍ଲକର ବିଭିନ୍ନ ନଦୀ କୂଳିଆ ଗ୍ରାମ ପରିଦର୍ଶନ କରିଛନ୍ତି ବୌଦ୍ଧ ଏବିଡିଓ

Baudh Sadar, Boudh (Bauda) | Sep 6, 2025
ଶନିବାର ଦିନ ବୌଦ୍ଧ ବ୍ଲକ ବହିରା ଗ୍ରାମ ପଞ୍ଚାୟତର ତେନ୍ତୁଳିପାଲି ଗ୍ରାମ ସହିତ ବିଭିନ୍ନ ନଦୀ କୂଳିଆ ଗ୍ରାମ ପରିଦର୍ଶନ କରିଛନ୍ତି ବୌଦ୍ଧ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଦାମ ଚରଣ ସାମଲ l ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ବୌଦ୍ଧ ବ୍ଲକର ବିଭିନ୍ନ ମହାନଦୀ କୂଳିଆ ଗ୍ରାମ ନିକଟରେ ଜଳ ସ୍ତର ବୃଦ୍ଧି ପାଇଛି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ନଦୀ କୂଳିଆ ଗ୍ରାମ ଶ୍ରୀ ସାମଲ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଥିଲେ |
Read More News
T & CPrivacy PolicyContact Us