This browser does not support the video element.
ସୁନ୍ଦରଗଡ ସହର: ରଣିବାଗିଚା ନଦୀ ଘାଟର ସ୍ଥିତି ପରଖିଲେ ପୌର ପରିଷଦ ଅଧ୍ୟକ୍ଷା, ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ନେତାଙ୍କ ଉପରେ ଅଭିଯୋଗ ଆଣିଲେ ଲୋକେ
Sundargarh Town, Sundargarh | Sep 8, 2025
ଆଜି ସେପ୍ଟେମ୍ୱର 8 ତାରିଖ ସନ୍ଧ୍ୟା 5 ଟା ପାଖାପାଖି ସମୟରେ ରାଣୀବଗିଚାର ସ୍ଥାନୀୟ ବାସିନ୍ଦା ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ନେତାଙ୍କ କଳା କାରନାମା ଉପରେ ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷାଙ୍କ ହସ୍ତକ୍ଷେପ ଲୋଡିଲେ। ସମ୍ପୃକ୍ତ ନେତା ବାରମ୍ୱାର ନଦୀ ଘଟକୁ ଜବର ଦଖଲ କରିଥିବା ଅଭିଯୋଗ ହୋଇ ଆସୁଥିଲା ବେଳେ ଆଜି ସ୍ଥାନୀୟ ବାସିନ୍ଦା କଡ଼ା ସ୍ୱର ଉତ୍ତୋଳନ କରିବା ସହ ପୌରପାଳିକା ଅଧ୍ୟକ୍ଷାଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଆଗକୁ ବିହାରୀ ସମ୍ପ୍ରଦାୟର ଛଟ ପର୍ବ ଆସୁଥିବାରୁ ଏହି ଘଟାକୁ ସମ୍ପୃକ୍ତ ଜବର ଦଖଲ କାରୀଙ୍କ ଠାରୁ ଉଦ୍ଧାର କରିବା ନେଇ କହିଛନ୍ତି। ତେବେ ଏହାର ସମାଧାନ ନେଇ ପୌରପାଳିକା