Download Now Banner

This browser does not support the video element.

କୋରାପୁଟ ସହର: ଖଣି ଖନନକୁ ବିରୋଧ କରି ୧୦ତାରିଖ ବଦଳରେ ୧୫ରେ ହେବ ବିଶାଳ ରାଲି, ସାମ୍ବାଦିକ ସମ୍ମିଳନୀରେ ପଟାଙ୍ଗିରେ ସୂଚନା ଦେଲେ ସେରୁ ବନ୍ଧ ସୁରକ୍ଷା ସମିତି

Koraput Town, Koraput | Sep 9, 2025
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ପଞ୍ଚାୟତ ର ସରପଞ୍ଚ ଆଲମେ ଫୁଲଙ୍କ ବାସଭବନରେ ସେରୁବନ୍ଧ ସୁରକ୍ଷା ସମିତି ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଅଛି। ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଏହି ସାମ୍ବାଦିକ ସମିଳନି ସଂଘର ସଭାପତି ରବି ଖରାଙ୍କ ସଭାପତିତ୍ୱରେ ଚାରୋଟି ପଞ୍ଚାୟତର ସେରୁବନ୍ଧ ସଂଘର ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହିଥିଲେ । ଖଣି ଖନନ ନିମନ୍ତେ ସେରୁବନ୍ଧ ସୁରକ୍ଷା ଦ୍ଵାରା ୧୦ ତାରିଖରେ ହେବାକୁ ଥିବା ବିଶାଳ ରାଲିକୁ ରାଜ୍ୟପାଳଙ୍କ କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ହେତୁ ଆସନ୍ତା ୧୫ ତାରିଖକୁ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us