Install App
ganesh35991
This browser does not support the video element.
ସୋରଡା: ସୋରଡ଼ା ସହର ରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀ ଙ୍କ କଣ୍ଟାପୀଡ଼ା ଯାତ୍ରାରେ ରେ ସାମିଲ ହେଲେ ଆସ୍କା ଓ କବିସୂର୍ଯ୍ୟନଗର ବିଧାୟକ
Surada, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ସହର ରେ ପୂଜା ପାଉଥିବା ମା କନ୍ଧୁଣି ଦେବୀ ଙ୍କ ଐତିହାସିକ ପ୍ରସିଦ୍ଧ କଣ୍ଟାପୀଡ଼ା ଯାତ୍ରା. ଦୈନ ଦିନ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ଆଜିର ସନ୍ଧ୍ୟା ରେ ଆସ୍କା ବିଧାୟକ ସରୋଜ ପାଢ଼ୀ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଅଞ୍ଚଳ ମଙ୍ଗଳ କାମନା କରିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!