Download Now Banner

This browser does not support the video element.

ମୋରଡା: ଶୁଳିଆପଦା ବ୍ଲକପ୍ରଶାସନର ହସ୍ତକ୍ଷେପ ପୂର୍ବକ ଉଭୟପକ୍ଷଙ୍କୁ ନେଇ ଆଲୋଚନାପରେ ଖୋଲିଲା ସାନ ଖୁଣ୍ଟାପାଳ ଅଙ୍ଗନବାଡିକେନ୍ଦ୍ର

Muruda, Mayurbhanj | Sep 11, 2025
ମୋରଡା ନିର୍ବାଚନମଣ୍ଡଳୀ ଅଧୀନ ଶୁଳିଆପଦା ବ୍ଲକ ଉଫାଲଗଡିଆ ପଞ୍ଚାୟତର ସାନ ଖୁଣ୍ଟାପାଳ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର ପାଚିକା ସହାୟିକା ଚୟନକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜିଥିବା ବିବାଦରୁ ଚଳିତମାସ ୨ତାରିଖରୁ ଅଙ୍ଗନବାଡିକେନ୍ଦ୍ରରେ ତାଲା ପକାଇ ଦେଇଥିବା ବେଳେ ଶେଷରେ ଶୂଳିଆପଦା ବ୍ଲକପ୍ରଶାସନ ଏବଂ ଅଧିକାରୀଙ୍କ ହସ୍ତକ୍ଷେପ ପୂର୍ବକ ଆପୋଷ ଆଲୋଚନାପରେ ଗୁରୁବାର ଅପରାହ୍ନ ତିନିଟାରେ ଖୋଲିଲା ଅଙ୍ଗନବାଡି କେନ୍ଦ୍ର l
Read More News
T & CPrivacy PolicyContact Us