Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଗୋ ମାଂସ ବୋଝେଇ ଟ୍ରକ୍ ଜବତ୍ 4 ଅଟକ,16 ନମ୍ୱର୍ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଂଚଳ ଥାନା କାଳିତ୍ରା ଛକ ରୁ ଜବତ୍ ।

Bhadrak Rural, Bhadrak | Sep 3, 2025
16 ନମ୍ବର୍ ଜାତୀୟ ରାଜପଥ ର ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ କାଳୀତ୍ରା ଛକ ନିକଟ ରେ ଗୋ ରକ୍ଷକ ମାନେ ସନ୍ଦେହ ରେ ଏକ ଟ୍ରକ୍ କୁ ଅଟକାଇଥିଲେ,ଟ୍ରକ୍ ରେ ମାଛ ପାଇଁ ବ୍ୟବହାର ହେଉଥିବା ସୋଲ ପେଟି ରେ ଗୋ ମାଂସ ବୋଝେଇ ହୋଇଥିଲା,ଉତ୍ତେଜନା କୁ ଦେଖି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଗାଡ଼ି କୁ ଜବତ୍ କରି ଥାନା କୁ ଆଣିଚି,ଟ୍ରକ୍ ଟି ଗୋମାଂସ ନେଇ ବାଲେଶ୍ବର ରୁ ଭୁବନେଶ୍ୱର ଯାଉଥିବା ସୂଚନା ମିଳିଛି । ତେବେ ଟ୍ରକ୍ ରେ ଥିବା 4 ଜଣ ଙ୍କୁ ଅଟକ ରଖିଚି ଗ୍ରାମାଞ୍ଚଳ ପୋଲିସ, ଏହି ଖବର ସକାଳ 9 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us