This browser does not support the video element.
କେନ୍ଦ୍ରାପଡା: ଜୟନଗର ବଜାର ନିକଟରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
Kendrapara, Kendrapara | May 1, 2025
ଆଜି ସନ୍ଧ୍ୟା ୭ଟା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପୂର୍ବ କନିକା ଜୟନଗର ବଜାର ନିକଟରେ ବରିଷ୍ଠ ବିଜେପି ନେତା ବୈକୁଣ୍ଠ ନାଥ ପରିଡାଙ୍କ ନେତୃତ୍ୱରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବରେ ଭାରତ ସରକାର ଓ ରାଜ୍ୟ ସରକାର ଙ୍କ ଜନ ହିତକର ଓ ଜନ କଲ୍ୟାଣ ଯୋଜନାରେ ଉତ୍ସାହିତ ହୋଇ ବିଭିନ୍ନ ଦଳ ପରିତ୍ୟାଗ କରି ଜୟନଗର ପଞ୍ଚାୟତ ର ଏକାଧିକ ଲୋକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ନୂତନ କର୍ମୀ ମାନଙ୍କୁ ଦଳୀୟ ଗାମୁଛା ପକାଇ ଶ୍ରୀଯୁକ୍ତ ପରିଡା ସ୍ୱାଗତ କରିଛନ୍ତି