Install App
shantanupanda7
This browser does not support the video element.
ବଡସାହି: ଦୁର୍ଗାପୁର ଗାଁରେ ସ୍ମଶାନଜମିକୁନେଇ ୨ପକ୍ଷ ମଧ୍ୟରେ ଲାଗିଥିବା ବିବାଦରୁ ୧୦ଘଣ୍ଟାଧରି ପଡିରହିଲା ଶଵ, ପ୍ରଶାସନର ହସ୍ତକ୍ଷେପରେ ହେଲା ଶଵସଂସ୍କାର
Barsahi, Mayurbhanj | Sep 12, 2025
ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ସ୍ମଶାନଜମିକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉପୁଜିଥିବା ବିବାଦରୁ ଶଵ ସଂସ୍କାର ହୋଇପାରିନଥିବା ବେଳେ ପୁଲିସ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବିବାଦ ଲାଗି ରହିଥିବା ଦୁଇ ପକ୍ଷଙ୍କ ମଧ୍ୟରେ ଆପୋଷ ଆଲୋଚନା ପରେ ଶେଷରେ ଦୀର୍ଘ ୧୦ଘଣ୍ଟା ପରେ ଶୁକ୍ରବାର ଅପରାହ୍ନ ତିନିଟାରେ ଶଵ ସଂସ୍କାର କାମ ଆରମ୍ଭ ହୋଇଥିଲା l ଦୁର୍ଗାପୁରରେ ସ୍ମଶାନଜମିକୁ ନେଇ ବିବାଦ ଲାଗି ରହିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!