Download Now Banner

This browser does not support the video element.

ଆସିକା: କୁସୁରାବ,ଲକ୍ଷ୍ମୀପୁର,ବରୀଗୁଡାରେ ପାଗଳାକୁକୁର ଆତଙ୍କ,ଦଶରୁ ଉର୍ଦ୍ଧବ୍ୟକ୍ତିକୁ କାମୁଡି ଆହାତକରିଥିବା ବେଳେ ଆସିକା ମେଡିକାଲରେ ଭର୍ତିହୋଇଛନ୍ତି

Asika, Ganjam | Aug 21, 2025
ଦୁଇ ଦିନ ହେବ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମ ରେ ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଛି l କୁକୁର କାମୁଡ଼ାରେ ରେ ଯୁବକ, ବୃଦ୍ଧ, ମହିଳା ମାନେ ବିଶେଷ ଭାବେ ଶିକାର ହୋଇଥିବା ଦେଖିବାକୁ ମିଳିଛି l ତିନି ଗ୍ରାମର ଲୋକାମନେ ଘରୁ ବାହାରିଲେ କୁକୁର ଆସି କାମୁଡି ଲୋକ ଙ୍କୁ ରକ୍ତାକ୍ତ କରୀଥିବା ବେଳେ ଆହତ ମାନଙ୍କୁ ଆସିକା ଉପ ଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି l
Read More News
T & CPrivacy PolicyContact Us