Download Now Banner

This browser does not support the video element.

ସୋରଡା: ସୋରଡ଼ା ସହର ସୀତାରାମ ରଙ୍ଗମଞ୍ଚ ଠାରେ ବରିଷ୍ଠ ନାଗରିକ ଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ.

Surada, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ବରିଷ୍ଠ ନାଗରିକ ମଞ୍ଚ,ବ୍ରହ୍ମପୁର ସୋରଡ଼ା ଶାଖା ଆନୁକୂଲ୍ୟରେ ସୋରଡ଼ା ସ୍ଥିତ ସୀତାରାମ ରଙ୍ଗମଞ୍ଚ ଠାରେ ତୃତୀୟ ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଥିଲା |ଏଥିରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସିମାଞ୍ଚଳ ବିଷୋୟୀ ସମ୍ମାନିତ ଅତିଥି ଭାବେ ଉପକୋଶାଗାର ଅଧିକାରୀ ବସନ୍ତ ବେହେରା,ସୁନୀଲ କୁମାର ଭାତ୍ରା,ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ପାତ୍ର,କୁକୁଡ଼ା ଖଣ୍ଡି ସଭାପତି ଶ୍ରୀନିବାସ ରାଉଳ,ଆସିକା ସଭାପତି ଗଣେଶ ରଥ, ଭଞ୍ଜନଗର ସଭାପତି ସୋମନାଥ ନାୟକ,ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us