Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ତିହିଡି ବଜାର ଠାରେ ଗୃହନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ବିପୁଳ ମାତ୍ରା ରେ ସ୍ଵାଗତ ସମ୍ବର୍ଧନା ଜଣାଇଲେ ଶୁଭେଚ୍ଛୁ ମାନେ

Bhadrak Rural, Bhadrak | Sep 16, 2025
ଗୃହନଗର ଉନ୍ନୟନ ମନ୍ତ୍ରୀ ଙ୍କୁବିପୁଳ ମାତ୍ରା ରେ ସ୍ଵାଗତ ସମ୍ବର୍ଧନା ଜଣାଇଲେ ଶୁଭେଚ୍ଛୁ ମାନେ।ଆଜି ତିହିଡି ବଜାରର ଜନସାଧାରଣ ଙ୍କ ଦ୍ୱାରା ମାନ୍ୟବର ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସମେତ ବିଧାୟକ ସିତାଂସୁ ଶେଖର ମହାପାତ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରଯାଇଥିବା ଦେଖିବାକୁ ମିଳିଛି।ତେବେ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us