Install App
shantanupanda7
This browser does not support the video element.
ବଡସାହି: କଦଳିଆ ଛକରେ ସାଇକେଲ ଚେନ ସଜାଡୁଥିବା ବେଳେ ଧକ୍କାଦେଲା ଦ୍ରୁତଗାମୀ ମୋଟର ସାଇକେଲ, ମହିଳା ଗୁରୁତର, ବାଇକ ଜବତକଲା ପୁଲିସ
Barsahi, Mayurbhanj | Sep 3, 2025
ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ରୁପ୍ସା ରାସ୍ତାର କଦଳିଆଛକରେ ବୁଧବାର ରାତି ସାଢେ ଦଶଟାରେ ରାସ୍ତା ପାର୍ଶ୍ଵରେ ଛିଡାହୋଇ ସାଇକେଲ ଚେନ ଲଗାଉଥିବା ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ବାଇକ ଆରୋହୀ ମହିଳା ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାଇ ସ୍ଥାନୀୟ ଖଡ଼ିକାପଦା ଗ୍ରାମର ପର୍ଶୁରାମ ସିଂ ଓ ତାଙ୍କ ସ୍ତ୍ରୀ ମୁନି ସିଂ ବୈଶିଙ୍ଗାରୁ ସାଇକେଲଯୋଗେ ଘରକୁ ଫେରୁଥିବା ବେଳେ କଦଳିଆଛକରେ ଚେନ ଖସିଯିବାରୁ ଲଗାଉଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!