Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ଅଗ୍ରସେନ ଭବନ ଠାରେ ବ୍ଲକସ୍ତରୀୟ ଗୁରୁ ପୁଜନୋତ୍ସବ; ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ବିଧାୟକ

Nuapada, Nuapada | Sep 5, 2025
ଖଡ଼ିଆଳ ଅଗ୍ରସେନ ଭବନ ଠାରେ ବ୍ଲକସ୍ତରୀୟ ଗୁରୁ ପୁଜନୋତ୍ସବ ଆଜି ରାତ୍ର ୮ ଟା ଯାଏଁ ପାଳିତ ହୋଇଯାଇଛି। ଖଡ଼ିଆଳ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବରେ ବିଇଓ କାହ୍ନୁ ଚରଣ ନାଏକ, ଫକିର ମୋହନ ଜଗତ, ଶିବ ପ୍ରସାଦ ମୁଣ୍ଡ ଓ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଡେପୁଟିକମିଶନର ବାସୁଦେବ ସୁନାନୀ ଯୋଗଥିଲେ। ସଭାପତି ଯଶୋବନ୍ତ ପଣ୍ଡା ସଭାପତିତ୍ବ କରିଥିବା ବେଳେ ମିତ୍ରବାଦୀ ମଲ୍ଲିକ ସଭା ପରିଚାଳନା କରିଥିଲେ।
Read More News
T & CPrivacy PolicyContact Us