Download Now Banner

This browser does not support the video element.

ସୁନ୍ଦରଗଡ ସହର: ଧରୁଆଡିହି ପୋଲିସ ଦ୍ବାରା ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜଣେ ଅଭିଯୁକ୍ତ ଗୋଏଲ ଝୁମ୍ପା ନିକଟରୁ ଗିରଫ, ବାଇକ ଜବତ

Sundargarh Town, Sundargarh | Aug 24, 2025
ଆଜି ଅଗଷ୍ଟ 24 ତାରିଖ ସଂଧ୍ୟା 6:45 ପାଖାପାଖି ସମୟରେ ଏହି ଅଭିଯୁକ୍ତ ନିଶାଶିକ୍ତ ଅବସ୍ଥାରେ ଗାଡ଼ି ଚାଳନା କରି ଆସୁଥିବା ବେଳେ ଧରୁଆ ଡିହି ପୋଲିସ ହାତରେ ଧରାପଡ଼ିଛି। ଗିରଫ ଅଭିଯୁକ୍ତ ହେଲା - ଅରୁଣ ନାଏକ। ତା ନିକଟରୁ ପୋଲିସ OD -23Q-8589 ନମ୍ବର ବିଶିଷ୍ଟ ଏକ ପ୍ଲାଟିନା ବାଇକ ଜବତ କରିଛନ୍ତି। ଏହା ସହ ଅଭିଯୁକ୍ତ ନାମରେ ଧରୁଆ ଡିହି ଥାନା କେଶ ନମ୍ବର -159 ରେ ଏକ ମାମଲା ରୁଜ୍ଜୁ ହୋଇଥିବା ନେଇ ଧରୁଆ ଡିହି ପୋଲିସ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us